ଝାରସୁଗୁଡା ଜିଲ୍ଲା ବନ୍ଧବାହାଲ ରେ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଆଜି ପୂର୍ବାହ୍ନ ୧୧ ଟା ରୁ ଅପରାହ୍ନ ୨ ଟା ଯାଏଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ବିକାଶ ଯଶ୍ୱାଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମ ବିଷୟରେ ଲୋକଙ୍କୁ ଅବଗତ କରାଇଥିଲେ l ବର୍ତମାନର ବ୍ୟସ୍ତବହୁଳ ସମୟରେ ନିଜ ଉଚିତ ଜୀବନ ଶୈଳୀ ଏବଂ ଆୟୁରବେଦ ର ସହାୟତାରେ ସ୍ୱାସ୍ଥ୍ୟ କୁ କିପରି ସୁସ୍ଥ ରଖିହେବ ସେନେଇ ଅବଗତ କରାଇଛନ୍ତି l