ସୁନ୍ଦରଗଡ ସହର: ସୁନ୍ଦରଗଡ଼ ପବ୍ଲିକ ସ୍କୁଲରେ ଆର୍ଟି ଫିଶିଆଲ ଇଣ୍ଟେଲିଜେନ୍ସ ଉପରେ ଜିଲ୍ଲା ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ
Sundargarh Town, Sundargarh | Sep 10, 2025
ଆଜି ସେପ୍ଟେମ୍ୱର 10 ତାରିଖ ବୁଧବାର ପୂର୍ବାହ୍ନ 9:30 ରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ଚାଲିଥିଲା ଏହି ପ୍ରଯୁକ୍ତି ଶିବିର। ଶିବିରରେ Artificial...