କଣ୍ଟାବାଞ୍ଜି: ତୁରେକେଲା ବ୍ଲକ ଅନ୍ତର୍ଗତ ଲର୍କି ର ସ୍ବାବଲମ୍ବୀ ଚାଷୀ ଙ୍କ ଚାଷ ଜମି ପରି ଦର୍ଶକ କଲେ ଜିଲ୍ଲାପାଳ
ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଲର୍କି ର ସ୍ବାବଲମ୍ବୀ ଚାଷୀ ଙ୍କ ରାଧାନାଥ ମେହେରଙ୍କ ଚାଷ ଜମି ପରି ଦର୍ଶକ କଲେ ଜିଲ୍ଲାପାଳ ଚାଷୀ ଜଣକ ଓଡ଼ିଶା ଉଠା ଜଳସେଚନ ନିଗମ ଅଧୀନରେ ଗଭୀର ବୋରୱେଲ କ୍ଲଷ୍ଟର ଯୋଜନା ଯୋଗେ ମୋଟ ୬ ଏକର ଜମିରେ ପନିପରିବା ଏବଂ ଆମ୍ବ ଚାଷ ସହ ୨ ଏକର ଜମିରେ କପା ଚାଷ କରିଛନ୍ତି।