କଣ୍ଟାମାଳ: ଦେଉଳଡୁଙ୍ଗୁରି ଗ୍ରାମରେ ଗଚ୍ଚିତ ରଖିଥିବା ବାଣଗୋଦାମରେ ଚଢ଼ାଉ ବିପୁଳ ବାଣ ଜବତ
ବିପୁଳ ପରିମାଣ ର ବାଣ ସହ ଦୁଇଗିରଫ କଣ୍ଟାମାଲ ଥାନା ଦେଉଳଡୁଙ୍ଗୁରି ଗ୍ରାମରେ ବେଆଇନ ଭାବରେ ଗଚ୍ଚିତ ରଖିଥିବା ବାଣ କଣ୍ଟାମାଲ ପୋଲିସ ଖବର ପାଇ ଏକ ଟିମ ଆଜି ଚଢ଼ାଉ କରିଥିଲେ ଘଟଣା ସ୍ଥଳର ବିପୁଳ ପରିମାଣ ର ବାଣ ବାହାରି ଥିଲା ଫଳରେ ସବୁ ଜବତ କରି ଦୁଇ ଜଣ କୁ ଗିରଫ କରି ଥାନାରେ କେଶ 190/191 ରୁଜୁ କରି ନୋଟିସ ରେ ଚଢ଼ାଯାଇଛି ଏ ନେଇ ରାତି 8-30ମିନିଟ ସମୟ ରେ ଥାନା ଅଧିକାରୀ ସୂଚନା ଦେଇଛନ୍ତି I