ପ୍ରବଳ ଥଣ୍ଡା ଯୋଗୁଁ ଝାରସୁଗୁଡା ଜିଲ୍ଲା ଗଣ୍ଡଘୋରାରେ ବୃଦ୍ଧ ଆତ୍ମାରାମ ପାଣ୍ଡିଆ ଙ୍କ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ଦେଲେ ବ୍ରଜରାଜନଗର ନଗରପାଳ ଗୋପାଳ ସୀତାନୀ l ଆଜି ଅପରାହ୍ନ ପ୍ରାୟ ୪ ଟାରେ ସେ ପ୍ରତିକ୍ରିୟା ଦେଇ କହିଛନ୍ତି ଆତ୍ମାରାମଙ୍କ ମୃତ୍ୟୁ ଖବର ଶୁଣି ସେ ତାଙ୍କ ଘରକୁ ଯାଇ ଘର ଅବସ୍ଥା ଦେଖିଛନ୍ତି l ତାଙ୍କ ପରିବାରକୁ କମ୍ବଳ, ହରିଶଚନ୍ଦ୍ର ଯୋଜାନରେ ୪ ହଜାର ଟଙ୍କା ଯୋଗାଇ ଦିଆଯିବାସହ ଘର ନିର୍ମାଣ ପାଇଁ ପଦକ୍ଷେପ ନେଵେ