ଯୁଯୋମୁରା ଓ ଡ଼ଙ୍ଗପାଳ ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ ସମାପନ ଯୁଯୋମୁରାରେ ଦୁଇ ଦିନ ଧରି ଚାଲିଥିବା ଅଷ୍ଟପ୍ରହରୀ ନାମଯଜ୍ଞ ଚାଲିଥିବା ବେଳେ ରବିବାର ସକାଳେ ପୂର୍ଣ୍ଣାହୁତି ପଡିଛି l ଗତକାଲି ନାମାରମ୍ଭ ହୋଇ ହୋଇଥିଲା l ଯୁଯୋମୁରା ରେ କର୍ତ୍ତା ଭାବାରେ ଶ୍ରୀ ହରେନ୍ଦ୍ର ନାଏକ ଏବଂ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ସୁମିତ୍ରା ନାଏକ ଦାଇତ୍ୱ ତୁଲାଇ ଥିବା ବେଲେ, ପଣ୍ଡିତ ଶ୍ରୀ ଚନ୍ଦ୍ରକାନ୍ତ ପାଣିଗ୍ରାହୀ ଏବଂ ଶ୍ରୀ ମହେନ୍ଦ୍ର ନାଏକ ପୂଜକ ଦାଇତ୍ୱ ତୁଲାଇଥିଲେ l ପରିଚାଳନା କମିଟି ସଭାପତି ଶ୍ରୀ ଭୂପେନ୍ଦ୍ର ସିଂହ, ସମ୍ପାଦକ ଶ୍ରୀ ବୀରେନ୍ଦ୍ର ନାଏକ, ସାହସମ୍ପାଦକ ଶ୍ରୀ କୃଷ୍ଣଚନ୍ଦ୍ର ବାଙ