Public App Logo
Jansamasya
National
Haryana
Pmmsy
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat

ଭୋଗରାଇ: ରଣକୋଠା ସ୍କୁଲ ରେ ଶିକ୍ଷକ ଓ ପାଚିକା ନିଯୁକ୍ତି ଦାବିରେ ରାଜ ରାସ୍ତାରେ ବସି ଆନ୍ଦୋଳନ କଲେ ଛାତ୍ରଛାତ୍ରୀ

Bhograi, Balasore | Oct 31, 2025
ଶିକ୍ଷକ ଓ ପାଚିକା ନିଯୁକ୍ତି ଦାବିରେ ରାଜ ରାସ୍ତାରେ ବସିଲେ ଛାତ୍ରଛାତ୍ରୀ । ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଛି ଶତାଧିକ ଗାଡ଼ି ମଟର । ବାଲେଶ୍ୱର ଜିଲ୍ଲା ଭୋଗରାଇ ରଣକୋଠା ପୁରୀଘାଟ ରାସ୍ତା ରେ କାଠ ଗଣ୍ଡିଆ ପକାଇ ଅବରୋଧ କଲେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ । ଗ୍ରାମରେ ଥିବା ରୋଣ କୋଠା ଉନ୍ନତି ଉପ୍ରା ବିଦ୍ୟାଳୟ ଶିଶୁବାଟିକା ରୁ ଅଷ୍ଟମ ପର୍ଯ୍ୟନ୍ତ ୨୦୦ ରୁ ଉର୍ଦ୍ଧ୍ବ ପିଲା ଅଧ୍ୟୟନ କରନ୍ତି ।

MORE NEWS