Public App Logo
Jansamasya
National
���ीएसटी
Happydiwali
Railinfra4andhrapradesh
Nextgengst
Cybersecurityawareness
Pmmsy
Diwali2025
Fidfimpact
Matsyasampadasesamriddhi
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ଆନନ୍ଦପୁର: ମିଛ ମାମଲା ବିରୁଦ୍ଧରେ ଭୀମ ଆର୍ମି ପକ୍ଷରୁ ଘସିପୁରା ଥାନା ଘେରାଉ, ପ୍ରତିକ୍ରିୟା ରଖିଲେ ଅତିରିକ୍ତ ଏସପି

Anandapur, Kendujhar | Oct 14, 2025
ମିଛ ମାମଲା ବିରୁଦ୍ଧରେ ଆନନ୍ଦପୁର ଭୀମ ଆର୍ମି ସଂଗଠନ ପକ୍ଷରୁ ଘସିପୁରା ଥାନା ଘେରାଉ କରାଯାଇଛି l ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ ବେହେରାଙ୍କ ନେତୃତ୍ୱରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି l ହଜାରେ ରୁ ଉର୍ଦ୍ଧ ସଦସ୍ୟ ଥାନା ଘେରାଉ କରିବା ସହ ମିଛ ମାମଲାକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ଏନେଇ ଦିନ ଦୁଇଟା ବେଳେ ପ୍ରତିକ୍ରିୟା ରଖିଛନ୍ତି ଅତିରିକ୍ତ ଏସପି.

MORE NEWS