ଶୁକ୍ରବାର ସନ୍ଧ୍ୟାରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛପରା ଗ୍ରାମରେ ଚାଲିଥିବା ଲକ୍ଷ୍ମୀ ପୂଜା ଅବସରରେ ଦର୍ଶନ କରିଛନ୍ତି ପୂର୍ବତନ କଣ୍ଟାମାଳ ବିଧାୟକ ମହୀଧର ରଣା l ଶ୍ରୀ ରଣା ଗ୍ରାମରେ ପହଞ୍ଚିବା ପରେ ଗ୍ରାମବାସୀ ମାନେ ସ୍ବାଗତ କରିଥିଲେ | ଶ୍ରୀ ରଣା ଲକ୍ଷ୍ମୀ ମାତାଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ l ଉକ୍ତ ଅବସରରେ ଚାଲିଥିବା ଅଷ୍ଟ ପ୍ରହର ନାମଯଜ୍ଞ ମଣ୍ଡପ ପରିଦର୍ଶନ କରିଥିଲେ |