ବଡ଼ ମସିଗାଁରେ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ ବଡ଼ ମସିଗାଁ ର ଗ୍ରାମବାସୀଙ୍କ ଦ୍ୱାରା ଆୟୋଜିତ ହେଇଥିଲା ମା ଠାକୁରାଣୀ ଫୁଟବଲ ଟୁର୍ନାମେଣ୍ଟ, ଫାଇନାଲ ଖେଳରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ବିଜେପିର ଜିଲ୍ଲା ସଭାପତି ଶ୍ରୀ କୁଞ୍ଜ ଦାଶ, ସା ବରିଷ୍ଠନେତା ବୀରେନ୍ଦ୍ର ପୂଜାରୀ, ରଞ୍ଜିତ ପାଢ଼ୀ, ମଣ୍ଡଳ ସଭାପତି ଫାଇନାଲ ମ୍ୟାଚରେ ପେନାଲଟି ଷ୍ଟ୍ରୋକ ରେ ନୂଆଗଡ ଦଳ 5/4ଗୋଲ ରେ ସାନ ଆମଡ଼ା ଦଳକୁ ପରାସ୍ତ କରିଥିଲେ | ଉପସ୍ଥିତ ଅତିଥି ମାନେ ବିଜେତା ଦଳକୁ ପୁରସ୍କୃତ କରିଥିଲେ