ମୋଦିପଡା ଗୁରୁଦ୍ୱାରା ରୁ ଗୁରୁ ଗୋବିନ୍ଦ ସିଂ ଙ୍କ ର ଜନ୍ମଦିନ ପାଳନ କରାଯାଇଛି l ଏହି ଅବସରରେ ଏକ ରାଲି ଅନୁଷ୍ଠିତ ହୋଇଥିଲା l ଏହି ରାଲି ରେ ମହିଳା ମାନେ ଭଜନ କୀର୍ତନ କରି ସହର ପରିକ୍ରମା କରିଥିଲେ l ଏହି ରାଲି ମୋଡ଼ିପଡ଼ା ରୁ ବାହାରି କୁଞ୍ଜେଲପଡା ହୋଇ ଗୋଲବଜ଼ାର ଦେଇ ପୁଣି ମୋଡ଼ିପଡ଼ା କୁ ଫେରିଥିଲା l