କଟକ ପୌରାଞ୍ଚଳ: ଅସୁରେଶ୍ୱର ବଜାରରେ ଗହଣା ଦୋକାନରେ ବୋମାମାଡ କରି ସୁନା ଅଳଙ୍କାର ଲୁଟିଲେ ଲୁଟେରା, ଦୋକାନୀ ଆହତ
Cuttack M Corp PS, Cuttack | Aug 4, 2025
କଟକ ଜିଲ୍ଳା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଅସୁରେଶ୍ୱର ବଜାରରେ ଗହଣା ଦୋକାନରେ ବୋମାମାଡ କରି ସୁନା ଅଳଙ୍କାର ଲୁଟିନେଲେ ଲୁଟେରା। ଏହି...