Public App Logo
Jansamasya
National
���ीएसटी
Happydiwali
Nextgengst
Cybersecurityawareness
Pmmsy
Diwali2025
Fidfimpact
Matsyasampadasesamriddhi
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

କଣ୍ଟାମାଳ: ଯମଟାଙ୍ଗୀ ଗ୍ରାମରୁ ମଦ ଜବତ କଲା ଅବକାରୀ ବିଭାଗ

ଯମଟାଙ୍ଗୀ ଗ୍ରାମରୁ ମଦ ଜବତ କଲା ଅବକାରୀ ବିଭାଗ ମନମୁଣ୍ଡା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ମଦ ଜବତ କରାଯାଇଛି | ସୂଚନା ଅନୁସାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଅଧିକାରୀ ଜୟନ୍ତୀ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏକ ଟିମ ମନମୁଣ୍ଡା ଥାନା ଯମଟାଙ୍ଗୀ ଗ୍ରାମ୍ୟ ରାସ୍ତାରେ ଚଢ଼ାଉ କରି ସୁଶାନ୍ତ ମହାଲିଜ ନିକଟରୁ ୯ ଲିଟର ମଦ ଜବତ କରିଛି | ଏ ସଂକ୍ରାନ୍ତରେ ମନମୁଣ୍ଡା ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ମାଫିଆକୁ ସେବା ନୋଟିସ ଦେଇ ଛାଡି ଦିଆ ଯାଇଥିବା ଜଣା ପଡିଛି |

MORE NEWS