୦୭.୧୧.୨୦୨୫ ଦିନ ସନ୍ଧ୍ୟା ୪.୨୬ ସମୟରେ ଅଭିଯୋଗ। ଖୈରୁଲ ଇସଲାମ ପୁଅ- ଆଜାଦ ସେଖ ଗାଁ ଶିଖିଆକାପଡା, ଥାନା/ଜିଲ୍ଲା-ଅଙ୍ଗୁଳ ଥାନାରେ ହାଜର ହୋଇ ରିପୋର୍ଟ କରିଥିଲେ ଯେ ୦୪.୧୧.୨୦୨୫ ଦିନ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଚାରି ଜଣ ଯୁବକ ତାଙ୍କ ଘରକୁ ଆସି ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ଏବଂ ତାଙ୍କଠାରୁ ଜୋରଜବରଦସ୍ତି ୧୫୦୦ ଟଙ୍କା ଲୁଟି ନେଇଥିଲେ। ସେହି ବ୍ୟକ୍ତିମାନେ ହେଲେ ରାଜୁ ନାଏକ, ଜଗା ନାଏକ, ଚନ୍ଦୁ ନାଏକ ଏବଂ କାଳୁ ନାଏକ ଯେଉଁମାନେ ନିଶାଗ୍ରସ୍ତ ଥିଲେ। ୦୫.୧୧.୨୦୨୫ ଦିନ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ସେମାନେ ପୁଣି ତାଙ୍କ ଘରକୁ ଆସି ୧୦୦୦ ଟଙ୍କା ଲୁଟ କରିଥିଲେ। ୨ ଘ