ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଗସ୍ତରେ ଲୋକସଭା ଵାଚସ୍ପତି ଓମ ବିର୍ଲା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭବନଲାଲ ଶର୍ମା, କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ
ସମ୍ବଲପୁର ଗସ୍ତରେ ଲୋକସଭା ଵାଚ ସ୍ପତି ଓମ ବିର୍ଲା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭବନଲାଲ ଶର୍ମା, କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଆଜି ରାତି 9ଟାରେ ମା ସମଲେଶ୍ଵରି ଙ୍କ ମନ୍ଦିରରେ ପହଁଚି ମା ଙ୍କୁ ଦର୍ଶନ କରି ଆସିବାଦ ଲାଭ କରିଥିଲେ l ଏହି ଅବସରରେ ସେମାନଙ୍କୁ ସମେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା l