ଆସନ୍ତାକାଲି ଝାରସୁଗୁଡା ଗସ୍ତରେ ଆସିବେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ l ଏନେଇ ଆଜି ଶନିବାର ରାତି ୯ ଟା ୩୦ରେ ଜିଲ୍ଲା ବିଜେପି ପକ୍ଷରୁ ସୂଚନା ଦିଆଯାଇଛି l ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ରବିବାର ପୂର୍ବାହ୍ନ ୧୦ ଟା ୨୦ରେ ଝାରସୁଗୁଡା ପହଂଚିଵେ l ସେଠାରୁ ସାରଣ୍ଡାମାଲ ଗସ୍ତ କରିବେ l ଏହାପରେ ୨୧ ତାରିଖ ଦିନ ବେଲପାହାଡ ଗୁମାଡେରା, ମଣ୍ଡଲିଆ ଆଦି ଅଂଚଳ ପରିଦର୍ଶନ କରିବାସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଵେ l