ଆନନ୍ଦପୁର: ଛେନାପଦି ଛକରେ ବାଇକ ଧକ୍କାରେ ଦୁଇ ଆହତ
ଆନନ୍ଦପୁର ଭଦ୍ରକ ରାସ୍ତାର ଛେନାପଦି ଛକରେ ବାଇକ ଧକ୍କାରେ ଦୁଇ ଆହତ ହୋଇଥିବା ଜଣାପଡିଛି। ଆଜି ରାତି ସାଢ଼େ ଆଠଟା ବେଳେ ଦୁଇ ବିପରୀତ ମୁଁହା ବାଇକ ପରସ୍ପର ମଧ୍ୟରେ ଧକା ହେବାରୁ ଉଭୟ ବାଇକ ଅରୋହି ଆହତ ହୋଇଛନ୍ତି। ଜଣେ ବାଇକ ଅରୋହି ଙ୍କ ଘର ବରାଙ୍ଗ ଗ୍ରାମର ହୋଇଥିବା ବେଳେ ଅନ୍ୟ ଜଣେ ଆମ୍ବଗଡ଼ିଆ ଗ୍ରାମର ବୋଲି ଜଣା ପଡ଼ିଛି।