ହଣ୍ଡପା: ଆଠମଲ୍ଲିକ କଲେଜରେ ଜନୈକା ଛାତ୍ରୀଙ୍କୁ ଅସଦାଚରଣ ନେଇ ତଦନ୍ତ ଦାବିରେ ଏବିଭିପି ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
Handapa, Angul | Nov 5, 2024 ମହାବିଦ୍ୟାଳୟ ରେ ଛାତ୍ରୀ ଙ୍କୁ ଜଣେ ଅଧ୍ୟାପକ ଅସଦାଚରଣ କରିଥିବା ଏକ ଭିଡିଓ ଭାଇରାଲ ହେବା ପରେ ଆଠମଲ୍ଲିକ ରେ ଅସନ୍ତୋଷ ଦେଖାଦେଇଛି । ବିଶେଷ କରି ଜଣେ ଅଧ୍ୟାପକ ଜଣେ ଛାତ୍ରୀ ଙ୍କ କାନ୍ଧ ରେ ହାତ ପକାଇ କ୍ଳାସ ରୁମ୍ କୁ ନେବା ସହ କ୍ଳାସ ରୁମ୍ ରେ ଲାଗିଥିବା ସିସି ଟିଭି କୁ ଉପରମୁହାଁ କରିଦେବା ଦୃଶ୍ୟ ପଦାକୁ ଆସିବା ପରେ ସନ୍ଦେହ ବଢିବାରେ ଲାଗିଛି । ଏହି ଘଟଣା କୁ ନେଇ ତଦନ୍ତ କରିବା ପାଇଁ ମଙ୍ଗଳବାର ଅପରାହ୍ନ ୨ ଟା ରେ ଅଖିଳ ଭାରତୀୟ ବିଦ୍ୟା