ବିଶ୍ଵନାଥ ପୁର ମଣ୍ଡଳ ସଭାପତି ତୁଳସୀ ମାଝୀଙ୍କ ସଭାପତିତ୍ବ ଅନୁଷ୍ଠାନିକ ବୈଠକ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ରମେଶ ଚନ୍ଦ୍ର ମାଝୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ବିଜେପିକୁ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ରେ ତୃଣମୂଳ ସ୍ତରରେ ମଜବୁତ କରିବା କୁ ସମସ୍ତ କର୍ମକର୍ତ୍ତା ଙ୍କୁ ଅନୁରୋଧ କରୁଥିଲେ। ଏଥିରେ ବରିଷ୍ଠ ସଦସ୍ୟ ଭାଗିରଥି ଧଙ୍ଗଡା ମାଝୀ ବିଶ୍ୱନାଥପୁର ପ୍ରଭାରୀ ସନ୍ତୋଷ କୁମାର ବିଶି ସହ ପ୍ରଭାରୀ ସୁବାଷ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ଲାଞ୍ଜିଗଡ ମଣ୍ଡଳ ପ୍ରଭାରୀ ବିଷ୍ଣୁ ନାଏକ