କେନ୍ଦୁଝର ସହର: କଳିଙ୍ଗା ପଞ୍ଚାୟତ ରେ ବିଜେପି ପକ୍ଷରୁ ଅନୁଷ୍ଠିତ ମିଶ୍ରଣ ପର୍ବ ରେ ଅନ୍ୟ ଦଳରୁ ଶତାଧିକ ଲୋକ
ଆଜି ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ର ସାଳନିଆ ମଣ୍ଡଳ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ରେ ଅନୁଷ୍ଠିତ ମିଶ୍ରଣ ପର୍ବ ରେ ଅନ୍ୟ ଦଳରୁ ଶତାଧିକ ଲୋକ ପ୍ରତିନିଧି ଏବଂ କର୍ମୀ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଏବଂ ମାନ୍ୟବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ବିଧିବଦ୍ଧ ଭାବେ ବିଜେପି ରେ ସାମିଲ ହୋଇଥିବା ବେଳେ, ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ନେତୃତ୍ୱ ଙ୍କ ଉପସ୍ଥିତି ରେ ନବାଗତ ମାନଙ୍କୁ ଦଳୀୟ ଉତ୍ତୋରୀୟ ଦେଇ ସ୍ୱାଗତ କଲେ ।