ବିଜେପୁର: ଭେଲୁଆପଦର ଅଙ୍ଗନଦୀ ଠାରେ ୨୦ ଘଣ୍ଟା ପରେ ଯୁବକର ମୃତ ଦେହ ନଈରୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ ।
୨୦ ଘଣ୍ଟା ପରେ ଯୁବକର ମୃତ ଦେହ ନଈରୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ । ବରଗଡ ଜିଲ୍ଲା ଗାଇସିଲେଟ ଥାନା ଭେଲୁଆପଦର ଅଙ୍ଗନଦୀ ପୋଲ ନିକଟରେ ଥିବା ବସୁଧା ଯୋଜନାର ପାଣି ମୋଟର କୂଅ ଚାନ୍ଦିନୀ ଉପରୁ ଗତକାଲି ଅପରାହ୍ନ ୨ଟା ପାଖାପାଖି ରେ ବଲାଙ୍ଗୀର ଜିଲ୍ଲା ରାଜ ଆଗଲପୁର ଥାନା ଦୁଡୁକାମୁଡ଼ା ଗ୍ରାମର ନିରୋଜ ବାରିକ ଆଇ ଜଣ