ଖରିଆର: ସାନମହେଶ୍ୱର ପଞ୍ଚାୟତରେ ସାନମହେଶ୍ବର ପଞ୍ଚାୟତସ୍ତରୀୟ ନୂଆଁଖାଇ ଭେଟଘାଟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ; ପ୍ରତିକ୍ରିୟା ରଖିଲେ ବ୍ଲକ ଉପାଧ୍ୟକ୍ଷ
Khariar, Nuapada | Sep 5, 2025
ଖଡ଼ିଆଳ ବ୍ଲକ ସାନମହେଶ୍ୱର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସାନମହେଶ୍ୱର ଗ୍ରାମ ପଞ୍ଚାୟତସ୍ତରୀୟ ନୂଆଁଖାଇ ଭେଟଘାଟ ପ୍ରସ୍ତୁତି ବୈଠକ ଆଜି ୧୨ ଟା...