ବୌଦ୍ଧ ସଦର: ଆସନ୍ତାକାଲି ବାମଣ୍ଡା ଫିଡ଼ର ଅଧୀନରେ ଥିବା ସମସ୍ତ ଗ୍ରାମରେ ସକାଳ ୭ଟା ସମୟରୁ ସକାଳ ୧୧ଟା ପର୍ଯ୍ୟନ୍ତ ବିଦୂତ ସର୍ବରାହ ବନ୍ଦ ରହିବ
ଆସନ୍ତାକାଲୀ ହରାଭଙ୍ଗା ବ୍ଲକ ଅନ୍ତର୍ଗତ ବାମଣ୍ଡା ଠାରେ ଥିବା ଟାଟା ପାୱାର ଫିଦରରୁ ବିଦୂତ ସରବରାହ ସକାଳ ୭ଟା ସମୟରୁ ସକାଳ ୧୧ଟା ପର୍ଯ୍ୟନ୍ତ ବନ୍ଦ ରହିବ l ଆଜି ସନ୍ଧ୍ୟା ୬ଟା ସମୟରେ ବୌଦ୍ଧ ଟାଟା ପାୱାର ପକ୍ଷରୁ ଜାରି ସୂଚନା ଅନୁସାରେ l ବାମଣ୍ଡା ଠାରେ ଥିବା ଇଲେଟ୍ରି ଫିଡ଼ରର ରକ୍ଷଣ ବେକ୍ଷଣ ଓ ମରାମତି ସକାଶେ ଆସନ୍ତାକାଲି ସକାଳ ୭ଟା ସମୟରୁ ସକାଳ ୧୧ଟା ପର୍ଯ୍ୟନ୍ତ ଥିବାରୁ, ଏହି ସମୟରେ ବିଜୁଳି ସରବରାହ, ବାମଣ୍ଡା, ସରସରା, ରାଧାନାଗର, ମଥୁରା,ରାଧାନାଗାର ଓ ମୁରୁଶୁଣ୍ଡି ପଞ୍ଚାୟତ ସହିତ ଏହାର ଅଖପାଖ ଅଞ୍ଚଳରେ ସକାଳ ୭ଟାରୁ ୧୧ବର୍ଯ୍ୟନ୍ତ ବିଦୂତ ସରବରାହ ବନ୍ଦ ରହିବ