ନବରଙ୍ଗପୁର ବ୍ଲକ, ନନ୍ଦାହାଣ୍ଡି ବ୍ଲକ ଏବଂ ତେନ୍ତୁଳୀଖୁଣ୍ଟି ବ୍ଲକରେ ଛାତ୍ରୀ ନିବାସ ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ନବରଙ୍ଗପୁର ଜିଲ୍ଲା ଗସ୍ତ କରି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ର ଛାତ୍ରୀ ନିବାସ ଗୁଡିକ ର ଶିଳାନ୍ୟାସ କରିଛନ୍ତି। ଜିଲ୍ଲର ନବରଙ୍ଗପୁର, ତାରା ଗାଁ, କୋଶଗୁମୁଡା ର ପଣ୍ଡୁଗୁଡା, ନନ୍ଦାହାଣ୍ଡି ର ସିନ୍ଧି ଗୁଡା, ତେନ୍ତୁଳୀଖୁଣ୍ଟି ର ଚରା ମୂଳା ଠାରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।