ବଡସାହି: ଭୋଗଵାଟି ଗ୍ରାମରେ ରେ ସ୍ତ୍ରୀକୁ ଶାରୀରିକ ଓ ମାନସିକ ଭାବେ ଅକଥନୀୟ ନିର୍ଯ୍ୟାତନା ସାଙ୍ଗକୁ ନିସ୍ତୁକ ମାଡମାରିବା ଅଭିଯୋଗରେ ମାମଲାରୁଜୁ
Barsahi, Mayurbhanj | Aug 23, 2025
ଭୋଗବାଟି ଗ୍ରାମରେ ବିବାହର ୧୬ବର୍ଷପରେ ଦୁଇ ସନ୍ତାନର ଜନନୀଙ୍କୁ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିବା ସହିତ ଶାରୀରିକ ଏବଂ ମାନସିକ...