ଦେବଗଡ: ଜିଲ୍ଲାରେ ବଜ୍ରପାତ ଏବଂ ଝଡବର୍ଷା ସମ୍ଭାବନା, ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଜ୍ଞାନ କେନ୍ଦ୍ର
Debagarh, Debagarh (Deogarh) | Sep 12, 2025
ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତର- ପଶ୍ଚିମ ବଙ୍ଗୋପସାଗର ଉତର-ଆନ୍ଧ୍ର ଏବଂ ଦକ୍ଷିଣ ଉପକୂଳ ନିକଟବର୍ତୀ ଅଂଚଳରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି...