ଅକ୍ଟୋବର ୧୬ତାରିଖ ଅପରାହ୍ନ ପ୍ରାୟ ୧ଟା ସମୟରେ ଇଣ୍ଟରନେସନାଲ ହ୍ୟୁମାନ ରାଇଟ କାଉନସିଲ ର ସଭାପତି କାର୍ତ୍ତିକ ରାଉତ ଓ ସଦସ୍ୟଙ୍କ ସହ ବିଶ୍ବଖାଦ୍ୟ ଦିବସରେ, ଜଗଦା ସ୍ଥିତ "ମାନବ ସେବା ଆଶ୍ରମ " ର ପିଲାଙ୍କ ପାଇଁ ବିପୁଳ ପରିମାଣର ବିସ୍କୁଟ, ଚୁଡା, ସୁଜି, ଚିନି ଇତ୍ୟାଦି ଖାଦ୍ୟ ସାମଗ୍ରୀ ପ୍ରଦାନ କରିବା ସମୟରେ ବିଭିନ୍ନ ଅନୁଷ୍ଠାନର ମହିଳାମାନେ ମଧ୍ୟ ଯୋଗ ଦେଇଥିଲେ,