ଅକ୍ଟୋବର ୨୯ ତାରିଖ ସନ୍ଧ୍ୟା ୭ଟାରୁ ୮ଟା ୩୦ ମିନିଟ ପର୍ଯ୍ୟନ୍ତ "ଆମ ପୋଲିସ "କାର୍ଯ୍ୟକ୍ରମରେ ଥାନାର IIC ଡେଜାଲିନ ଜେନାଙ୍କ ଅଧ୍ୟକ୍ଷତାରେ ", ସାଇବର କ୍ରାଇମ "ଆଲୋଚନା କରାଯାଇଥିଲା, ମୋବାଇଲକୁ ଆସୁଥିବା ଅଜଣା କଲକୁ ରିସିଭ କରିବା ଠିକ ନୁହେଁ, ଏବଂ ଅପରିଚିତ ଲୋକଙ୍କୁ ନିଜ ମୋବାଇଲ ବ୍ୟବହାର କରିବାକୁ ଦେବନାହିଁ, ସାଇବର କ୍ରାଇମ ସମ୍ବନ୍ଧିତ ବହୁତ ବିଷୟ ଆଲୋଚନାରେ IIC ଡେଜାଲିନ ଜେନା ବିସ୍ତୃତ ଭାବେ ବୁଝାଇ ଜନସାଧାରଣଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ, ଏହି କାର୍ଯ୍ୟକ୍ରମରେ S.I. Priyans Das, A.S.I. ସୁରେଶ ଦାଶଙ୍କ ସହ ସୁମନ ଦତ୍ତ ଏବଂ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପ ସଭାପତି T