ଆସିକା: ମା କରଞ୍ଜେଇ ମିନିବସ ଓନର୍ସ ଆସୋସିଏସନ କାର୍ଯ୍ୟାଳୟ, କୋର୍ଟ,ଇରିଗେଶନ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ
Asika, Ganjam | Aug 15, 2025
ଆଜି ପୁରା ଦେଶ ପାଳିଲା 79 ତମ ସ୍ୱାଧୀନତା ଦିବସ l ସବୁଠି ଫର ଫର ହୋଇ ଉଡିଲା ଜାତୀୟ ପତକା ତୀରଙ୍ଗା l ସରକାରୀ କାର୍ଯ୍ୟାଳୟ ହେଉ କି ବେସରକାରୀ...