ଆଜି ଡିସେମ୍ବର 22 ତାରିଖ ଅପରାହ୍ନ 3 ଟାରେ ଏହି ଉତ୍ସବ ପାଳନ କରିଛନ୍ତି ସ୍କୁଲର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ। ଆଜି ହେଉଛି ବିଖ୍ୟାତ ଗଣିତଜ୍ଞ ଏସ୍ ରାମାନୁଜଙ୍କ ଜନ୍ମ ତିଥି। ସାରା ଦେଶ ଆଜି ଏହି ଦିବସକୁ ଉତ୍ସର୍ଗ କରି ପାଳୁଛି ଜାତୀୟ ଗଣିତ ଦିବସ। ଆଜି ଏହି କ୍ରମରେ ସୁନ୍ଦରଗଡ଼ ପବ୍ଲିକ ସ୍କୁଲରେ ମଧ୍ଯ ଏହି ଦିବସ ପାଳନ ହୋଇଛି । ଏହି ଅବସରରେ ସ୍କୁଲର ଭାର ପ୍ରାପ୍ତ ଅଧ୍ୟକ୍ଷା ମାଇକେଲା ଖାଲକୋ, ବରିଷ୍ଠ ଶିକ୍ଷକ ଦେବାଶିଷ ଦାସ , ଗୋପାଳ ପୁରୋହିତ, ଅଶୋକ ପରିଡ଼ା ପ୍ରମୁଖ ଗଣିତଜ୍ଞ ରାମାନୁଜଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଏହି ଦିବସର ଗୁରୁତ୍ଵ ଉପରେ ଆଲୋକପାତ