ଭିଜିଲାନ୍ସ ଜାଲରେ ବିଂଝାରପୁର ଅତିରିକ୍ତ ତହସିଲଦାର,30 ହଜାର ଟଙ୍କା ଲାଂଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଲେ ସରକାରୀ ବାବୁ। ଗିରଫ ସରକାରୀ ବାବୁ ହେଲେ ବିଂଝାରପୁର ଅତିରିକ୍ତ ତହସିଲଦାର ପ୍ରଦୀପ୍ତ କୁମାର ସେଠି l ଫତେପୁର ପଂଚାୟତ ମନେଇ ବାଲି ଘଟଣା ଡ୍ରିମାଗେଶନ ବାତିଲ କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ସରକାରୀ ବାବୁ l