କେନ୍ଦୁଝର ସହର: ଭୋଳନୁଆଗାଁ ଠାରେ ବ୍ରାଉନସୁଗାର କାରାବାର ରେ ୨ ଅଟକ ା
ଘଷିପୁରା ଥାନା ଅଞ୍ଚଳରେ ମାତିଛନ୍ତି ବ୍ରାଉନସୁଗର ମାଫିଆ ା ଅବାଧରେ ଖୋଲାଖୋଲି ଚାଲିଛି ବ୍ରାଉନସୁଗର କାରବାର ା ଭୋଳନୁଆଗାଁ କ୍ରସର ନିକଟରେ କାରବାର ଚାଲିଥିବା ସମୟରେ ଆଜି ସଂନ୍ଧ୍ଯାରେ ସ୍ଥାନିୟ ଲୋକେ ୩ଜଣ ଯୁବକ ଙ୍କୁ ଅଟକ ରଖିଥିଲେ ା ହେଲେ ପୋଲିସ ପହଁଞ୍ଚିବା ପୂର୍ବରୁ ଜଣେ କୈଶଳକ୍ରମେ ଖସିପଳାଇବାର ସଫଳ ହୋଇଛି ା ବାକି ଦୁଇଜଣଙ୍କୁ ପୋଲିସ୍ ନିଜ ହେପାଜତକୁ ନେଇ ପଚାରା ଉଚାରା ଚଳାଇଛି ା ସେମାନଙ୍କ ନିକଟରୁ ୧୦ଟି ବ୍ରଉନସୁଗାର ପୁଡିଆ ଜବଦ କରିଛି ା