ସୋରଡା: ଧରାକୋଟ ଥାନା ବରାଡ଼ବିଲି ଠାରେ ଦୃଘଟଣା ଘଟଣା ଚମ୍ପଟ ମାରିଥିବା କାର ଓ ଚାଳକ କୁ ସୋରଡ଼ା ଲାଠିପଡ଼ା ଠାରେ ଅଟକ ପୋଲିସ ରେ ଜିମା
Surada, Ganjam | Oct 21, 2025 ଗଞ୍ଜାମ ଧରାକୋଟ ଥାନା ବରାଡ଼ବିଲି ଗାଁ ନିକଟରେ ବାଇକକୁ ଧକ୍କାଦେଲା କାର।ଦୁଇ ଗୁରୁତର।ଗୁରୁତର ମାନେ ହେଲେ ବଡଗଡ ଥାନା ଅଞ୍ଚଳର ବଳରାମ ନାୟକ,ଡମ୍ବୁରୁ ନାୟକ।ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରଥିବା ବେଳେ ଅବସ୍ଥା ସଙ୍କଟା ପୂର୍ଣ୍ଣ ହେବାରୁ ବ୍ରହ୍ମପୁର କୁ ସ୍ଥାନାନ୍ତରିତ କରାଯାଇଛି,ବାଇକକୁ ଧକାଦେଇ କାର ସହ ଚାଳକ ଚମ୍ପଟ ମାରୁଥିବା ବେଳେ ସ୍ଥାନୀୟ ଲୋକେ ଗୋଡାଇ ଗୋଡ଼ାଇ ସୋରଡା ଥାନା ଲାଠିପଡା ନିକଟରେ କାରକୁ ଅଟକାଇ ଥିଲେ।ସୋରଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଗୁରୁତର ଯୁବକଙ୍କୁ ଉଦ୍ଧାର କରି ସୋରଡ଼ା ପୋଲିସ.