ଝାରସୁଗୁଡା: ଜାତୀୟ ରାଜପଥ -୪୯ ଝାରସୁଗୁଡା ଜିଲ୍ଲା ଝାରସୁଗୁଡା- ରାଇଗଡ ରାସ୍ତା ଇବ ବ୍ରିଜ ବରଘାଟ ନିକଟରେ ଦୁର୍ଘଟଣା l
ଜାତୀୟ ରାଜପଥ -୪୯ ଝାରସୁଗୁଡା ଜିଲ୍ଲା ଝାରସୁଗୁଡା- ରାଇଗଡ ରାସ୍ତା ଇବ ବ୍ରିଜ ବରଘାଟ ନିକଟରେ ଦୁର୍ଘଟଣା l ଟ୍ରକ ଓ କାର ମଧ୍ୟରେ ମୁହା ମୁଁହି ଧକ୍କ ହୋଇଛି l ଆଜି ବୁଧବାର ସକାଳ ୭. ୩୦ ରୁ ୮. ୩୦ ମଧ୍ୟରେ ଏହି ଦୁର୍ଘଟଣା ହେଇଥିବାର ସୂଚନା ମିଳିଛି l ଝାରସୁଗୁଡା ପଟୁ ବେଲପାହାଡ ପଟକୁ ଆସୁଥିବା ଏକ ଟ୍ରକ ଏବଂ ଗାନ୍ଧୀଛକ ପଟୁ ଝାରସୁଗୁଡା ପଟକୁ ଯାଉଥିବା କାର ମୁହାଁମୁଁହି ଧକ୍କା ହୋଇଛି l