Public App Logo
Jansamasya
National
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth

କଣ୍ଟାମାଳ: କରମା ପଦର ଗ୍ରାମରେ ପୋଖରୀରେ ବୁଡି ଜଣଙ୍କର ମୃତ୍ୟୁ, ବାଉଁଶୁଣୀ ଡାକ୍ତରଖାନାରେ ସମ୍ପର୍କୀୟଙ୍କ ମଧ୍ୟରେ ଉତ୍ତେଜନା

ସୋମବାର ଦିନ ବୌଦ୍ଧ ବ୍ଲକ ମନମୁଣ୍ଡା ଥାନା କରମା ପଦର ଗ୍ରାମରେ ପୋଖରୀରେ ବୁଡି ଜଣଙ୍କର ମୃତ୍ୟୁ ହୋଇ ଯାଇଛି l ଶବ ପରିବହନ ପାଇଁ ମହା ପ୍ରୟାଣ ଗାଡି ବିଳମ୍ବରେ ପହଞ୍ଚିବାକୁ ଘଟଣାକୁ ନେଇ ବାଉଁଶୁଣୀ ଡାକ୍ତରଖାନାରେ ମୃତକଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା l କାନ୍ଧରେ ମୃତଦେହକୁ ବୋହି ସମ୍ପର୍କୀୟ ମାନେ ରାସ୍ତାରେ ନେଇ ଯାଉଥିବା ଦେଖିବାକୁ ମିଳିଥିଲା l ଉକ୍ତ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l

MORE NEWS