ମାଲକାନଗିରି: ମାଲକାନଗିରି ହାଇସ୍କୁଲ ପରିସରରେ ସହିଦ ରମେଶ ହାଲବାଙ୍କ ଶ୍ରାଧ ଦିବସ ପାଳନ, ପ୍ରତିକ୍ରିୟା ରଖିଲେ ସିଆରପିଏଫ ଅଧିକାରୀ ରାଜୀବ କୁମାର
ମାଲକାନଗିରି ଜିଲ୍ଲା ସଦରରେ ଥିବା ହାଇସ୍କୁଲ ପରିସରରେ ସହିଦ ରମେଶ ହାଲବା ଙ୍କ ବଳିଦାନ କୁ ମନେ ପକାଇ ତାଙ୍କ ଶ୍ରାଧ ଦିବସରେ ସିଆରପିଏଫ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସହିଦ ରମେଶ ହାଲବା ଙ୍କ ପରିବାର ଲୋକେ ଓ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ପ୍ରତିକ୍ରିୟା ରଖିଛନ୍ତି ସିଆରପିଏଫ ର ବରିଷ୍ଠ ଅଧିକାରୀ ରାଜୀବ କୁମାର।