Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ଝାରସୁଗୁଡା: ବେଲପାହାଡ ଖଲଗୁଡାରେ ବୃକ୍ଷର ବନ୍ଧୁ ସଂଗଠନ ପକ୍ଷରୁ ଏକ ପେଡ ମା କେ ନାମ ଏବଂ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

Jharsuguda, Jharsuguda | Sep 17, 2025
ଝାରସୁଗୁଡା ଜିଲ୍ଲା ବେଲପାହାଡ ଖଲଗୁଡାରେ ବୃକ୍ଷର ବନ୍ଧୁ ସଂଗଠନ ପକ୍ଷରୁ ଏକ ପେଡ ମା କେ ନାମ ଏବଂ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଆଜି ବୁଧବାର ସକାଳ ୯ ଟା ରୁ ମଧ୍ୟାନ୍ନ ୧୨ ଟା ଯାଏଁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବୃକ୍ଷର ବନ୍ଧୁ ସଂଗଠନ ର କାର୍ଯ୍ୟକର୍ତ୍ତା, ବେଲପାହାଡ ପୋଲିସ, ବିଜେପି କର୍ମୀ ଏବଂ ବେଲପାହାଡବାସୀ ଉପସ୍ଥିତ ରହି ଖଲଗୁଡ଼ାରେ ବୃକ୍ଷରୋପଣ କରି ସବୁଜ ସୁନ୍ଦର ବେଲପାହାଡ ଗଠନ ପାଇଁ ବାର୍ତା ଦେବାସହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ କରି ସ୍ୱଚ୍ଛତା ହିଁ ସେବା ର ବାର୍ତା ଦେଇଛନ୍ତି l

MORE NEWS