Public App Logo
Jansamasya
National
Haryana
Pmmsy
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat

କୋରାପୁଟ ସହର: କୋରାପୁଟର ନୂତନ ବସଷ୍ଟାଣ୍ଡ ର ଉନତିକରଣ ପାଇଁ କୋରାପୁଟ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ବୋଇଠ କ

Koraput Town, Koraput | Nov 3, 2025
କୋରାପୁଟ ସହର...ଆଜି ସନ୍ଧ୍ୟା ପାଞ୍ଚ ଟା ସମୟରେ କୋରାପୁଟର ନୂତନ ବସଷ୍ଟାଣ୍ଡ ର ଉନତିକରଣ ପାଇଁ କୋରାପୁଟ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ବୈଠକ ଅନୁଷ୍ଟିତ ହୋଇଯାଇଛି। ବିଶେଷ କରି କୋରାପୁଟ ବସଷ୍ଟାଣ୍ଡ ସମ୍ପୂର୍ଣ ରୁପେ ବଦଳିବ। ଚାରି ମହଲା ବିଶିଷ୍ଟ ହେବ କୋରାପୁଟ ବସଷ୍ଟାଣ୍ଡ। ବସ ପ୍ରବେଶ ପାଈଁ ନେପାଳି ମାର୍କେଟ ଏଣ୍ଟ୍ରି ରହିଥିବା ବେଳେ ଲୋକ ମାନକ ପାଇ ଅନ୍ୟ ପଟେ ପ୍ରବେଶ ରହିଚି ।

MORE NEWS