କୋରାପୁଟ ସହର: କୋରାପୁଟ ପୋଲିସ ପଡ଼ିଆରେ ୧୨ ତାରିଖରୁ ଆୟୋଜିତ ହେବ ବିକାଶ ମେଳା ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସାମ୍ବାଦିକ ସମ୍ମିଳନୀ
Koraput Town, Koraput | Jun 10, 2025
ଆସନ୍ତା ୧୨ ତାରିଖରୁ କୋରାପୁଟ ପୋଲିସ ପଡ଼ିଆରେ ଆୟୋଜିତ ହେବ ବିକାଶ ମେଳା ଏନେଇ ଆଜି ସଂନ୍ଧ୍ୟା ୭ଟା ସମୟରେ କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟ...