କେନ୍ଦ୍ରାପଡା: ନେପାଳରୁ ପୁଅବୋହୁ,ନାତୁଣୀକୁ ଫେରାଇ ଆଣିବାପାଇଁ ସରକାରଙ୍କୁ ଅନୁରୋଧ କଲେ ଆଳିର ବଟକୃଷ୍ଣ ମହାଳିକ
Kendrapara, Kendrapara | Sep 14, 2025
ନେପାଳରେ ସୃଷ୍ଟି ହୋଇଥିବା ଅସ୍ଥିରତା ମଧ୍ୟରେ ବହୁ ଭାରତୀୟ ନାଗରିକ ଫସି ରହିଛନ୍ତି l କେନ୍ଦ୍ରାପଡ଼ାର ଆଳି ଅଞ୍ଚଳର ବହୁ ନାଗରିକ ଫସି ରହିଛନ୍ତି...