ଅନୁଗୋଳ ଜିଲ୍ଲା ଅନୁଗୋଳ ସଦର ଥାନା ଅନ୍ତର୍ଗତ ଚନ୍ଦ୍ରବାହାଳ ଗ୍ରାମ ନିକଟରେ ଡିଭାଇଡରରେ ପିଟି ହୋଇ ଜଣେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ବ୍ୟକ୍ତିଙ୍କ ଘର ହାତୀଗଞ୍ଜ ହୋଇଥିବା ବେଳେ ତାଙ୍କ ନାମ ଯୋଗେଶ ଚନ୍ଦ୍ର ବିଶ୍ୱାଳ ବୋଲି ସୂଚନା ମିଳିଛି।