କଣ୍ଟାମାଳ: ମନମୁଣ୍ଡା ବାଉଶୁଣି ବୌଦ୍ଧ ଥାନାର 9ମାଓ ପ୍ରବଣ ଅଞ୍ଚଳରେ ମାଓବାଦୀ ଧରାଇବା ପାଇଁ ୪କୋଟି ୩୦ଲକ୍ଷ ଟଙ୍କାର ପୁରସ୍କାର ପାଇଁ ଲାଗିଲା ପୋଷ୍ଟର
ମାଓବାଦୀ ଧରାଇବା ପାଇଁ ୪କୋଟି ୩୦ଲକ୍ଷ ଟଙ୍କାର ପୁରସ୍କାର । ହାଡ଼ଖୋର ମାଓବାଦୀ ଙ୍କୁ ଧରାନ୍ତୁ । ପୁରସ୍କାର ପାଆନ୍ତୁ । ଜିଲ୍ଲା ପୋଲିସ ପକ୍ଷରୁ ବୋୖଦ୍ଧ ଜିଲ୍ଲାର ସିଗାଡି ,ତିଲପଙ୍ଗା, ଉଡାମୁଣ୍ଡା, ମାତାଗାଡୁ, ଖଣ୍ଡିଖନପା ,ଲୁହାରପଡ଼ା, ନାଳିକୁମ୍ପା, ପଲମ ଆଦି ୯ ରୁ ଉର୍ଦ୍ଧ ସ୍ଥାନ ରେ ଲାଗିଲା ନୋଟିସ । KKBN ସଂଗଠନ ର ୧୦ ଜଣ ମାଓବାଦୀ ଙ୍କ ଉପରେ ଧରାଇବା ପାଇଁ ରହିଛି ମୋଟ ୪କୋଟି ୩୦ଲକ୍ଷ ଟଙ୍କାର ପୁରସ୍କାର ରାଶି ।