ଖୋର୍ଦ୍ଧା: ଗଙ୍ଗାଧରପୁର ଶାସନ ନିକଟରୁ ମଇଁଷି ଚାଲାଣ ବେଳେ ମାଡ଼ିବସିଲା ନାଚୁଣୀ ପୋଲିସ
ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଧିନ ଗଙ୍ଗାଧରପୁର ଶାସନ ନିକଟରୁ ଏକ ଟ୍ରକରେ ୧୯ ଗୋଟି ମଇଁଷି ଚାଲାଣ ହେଉଥିବା ଖବର ପାଇ ନାଚୁଣୀ ପୋଲିସ ଚଢ଼ାଉ କରି ମଇଁଷି ଉଦ୍ଧାର କରିବା ସହ ଟ୍ରକଟି ଜବତ କରିଛି। ଏହା ସହ ଡ୍ରାଇଭରଙ୍କୁ ଗିରଫ କରିଥିବା ସୂଚନା ମିଳିଛି।