ବଡଚଣା: ରସୁଲପୁର ବ୍ଲକ ୧୦ ଗୋଟି ପଞ୍ଚାୟତ ବାସିଙ୍କ ମୂଳାପାଳ ଛକରୁ କୁଆଖିଆ ବଜାରକୁ ଯାତାୟାତ ରାସ୍ତା ଅନୁଧ୍ୟାନ କଲେ ଯାଜପୁର ସାଂସଦ
ବରୀ ନିର୍ବାଚନ ମଣ୍ଡଳୀର ରସୁଲପୁର ବ୍ଲକ ଅଧିନରେ ଥିବା ୧୦ ଗୋଟି ପଞ୍ଚାୟତ ବାସିଙ୍କ ବହୁ ଦିନର ସମସ୍ୟା ତଥା ମୂଳାପାଳ ଛକରୁ କୁଆଖିଆ ବଜାରକୁ ଯାତାୟତ ପାଇଁ ଅସୁବିଧାରେ ସମ୍ମୁଖୀନ ହେଉଥିଲେ ଅଂଚଳବାସୀ। ସୋମବାର 5ଟା ସମୟରେ ଜାତୀୟ ରାଜପଥର ପ୍ରକଳ୍ପ ନିର୍ଦେଶକଙ୍କ ଉପସ୍ଥିତିରେ ଉକ୍ତ ରାସ୍ତାକୁ ପରିଦର୍ଶନ କରି ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ସ୍ଥିତି ଅନୁଧ୍ୟାନ ପରେ ମୂଳାପାଳ ଛକ ଠାରୁ କୁଆଖିଆ ପୁରୁଣା ଥାନା ପର୍ଯ୍ୟନ୍ତ ଏକ ବାଇପାସ୍ ରୋଡ଼ ଓ ପୁରୁଣା ଥାନା ନିକଟ ବ୍ରିଜ ତଳ ରାସ୍ତାର ଉନ୍ନତି କରଣ ପାଇଁ ପ୍ରକଳ୍ପ ନିର୍ଦେଶକଙ୍କୁ ନିର୍ଦ୍ଦେଶ ଦେବା ସହ ରସୁଲପୁର ବ୍ଲକ ସାମ୍ନ