ନବରଙ୍ଗପୁର ପୋଲିସ ଷ୍ଟେସନ: ଆରମ୍ଭ ହେଲା ପବିତ୍ର କାର୍ତ୍ତିକ ମାସ,ଶ୍ରୀ ଜଗନ୍ନାଥ ମନ୍ଦିର ସହ ସମସ୍ତ ମନ୍ଦିରରେ ଶ୍ରଦ୍ଧାଳୁ ଆଉ ହବିଷ୍ୟାଳି ଙ୍କ ଭିଡ
ଆରମ୍ଭ ହେଲା ପବିତ୍ର କାର୍ତ୍ତିକ ମାସ,ଶ୍ରୀ ଜଗନ୍ନାଥ ମନ୍ଦିର ସହ ସମସ୍ତ ମନ୍ଦିରରେ ଶ୍ରଦ୍ଧାଳୁ ଆଉ ହବିଶିଆଳିଙ୍କ ଭିଡ ଆଜି ଠାରୁ ଧର୍ମ ମାସ କାର୍ତ୍ତିକ ମାସ ର ଆରମ୍ଭ, ଦୀର୍ଘ ଏକ ମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି ଆଜି ସ୍ଥାନୀୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପ୍ରଥମ ଆଳତି ଦର୍ଶନ କରିବା ପାଇଁ ମନ୍ଦିର ବେଢାରେ ପ୍ରବଳ ଶ୍ରଦ୍ଧାଳୁଙ୍କର ଭିଡ ଜମିଥିଲା ମା ଲକ୍ଷ୍ମୀ ଶ୍ରୀ ଚୈତନ୍ୟ, ମା ଭଣ୍ଡାର ଘରଣୀ ଶ୍ରୀ ଗଣେଷ ମନ୍ଦିର ଗୁଡିକରେ ମଧ୍ୟ ସମାନ ଭିଡ ପରିଲକ୍ଷିତ ହୋଇଥିଲା