ସୁନ୍ଦରଗଡ ସହର: ବଣାଇ କେଲୋ ଛକରେ ଗଛରେ ପିଟି ହେଲା ଯାତ୍ରୀ ବୋଝେଇ ପିକଅପ ଗାଡ଼ି, ଜଣଙ୍କ ମୃତ୍ୟୁ ଓ 15 ରୁ ଅଧିକ ଗୁରୁତର
Sundargarh Town, Sundargarh | Aug 25, 2025
ଆଜି ଅଗଷ୍ଟ 25 ତାରିଖ ସକାଳ 8 ଟା ପାଖାପାଖି ଘଟିଛି ଏହି ଅଘଟଣ। ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଥାନା ଅନ୍ତର୍ଗତ କେଲୋ ଛକରେ ଘଟିଛି ଏହି ମର୍ମନ୍ତୁଦ...