ବୌଦ୍ଧ ସଦର: ଆସନ୍ତାକାଲି ସକାଳ ୮.୩୦ପର୍ଯ୍ୟନ୍ତ ଘଡଘଡି,ବିଜୁଳି ସହିତ ଝଡ଼ ପବନ ନେଇ ଏଲୋ ୱାର୍ଣ୍ଣିଙ୍ଗ ତାଲିକାରେ ରହିଛି ବୌଦ୍ଧ ଜିଲ୍ଲା
ବଙ୍ଗୋପ ସାଗରରେ ହୋଇଥିବା ମୋନ୍ଥ ବାତ୍ୟା ପ୍ରଭାବରେ ରାଜ୍ୟ ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି, ବିଜୁଳି ସହିତ ଝଡ଼ ପବନ ହେଉଥିବା ବେଳେ l ଆଜି ଅଧ୍ୟାନ୍ହ ୧ଟା ସମୟରେ ଭୁବେନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା କାରି କରାଯାଇଛି l ଆସନ୍ତାକାଲି ସକାଳ ୮.୩୦ ପଯ୍ୟନ୍ତ ଘଡ଼ଘଡ଼ି, ବିଜୁଳି ସହିତ ୩୦ରୁ୪୦କିଲୋମିଟର ବେଗତରେ ଖଡ଼ ପବନ ହେବାର ସମ୍ଭାବନା ନେଇ ବୌଦ୍ଧ ଜିଲ୍ଲାକୁ ଏଲୋ ୱାର୍ଣ୍ଣିଙ୍ଗ କରାଯାଇଛି l