ନୟାଗଡ: ଖଣ୍ଡପଡା ସ୍ଥିତ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଜନ୍ମମାଟି ଓ ବାସଗୃହ ପରିଦର୍ଶନ କଲେ ବାଚସ୍ପତି
Nayagarh, Nayagarh | Aug 17, 2025
ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଜନ୍ମମାଟି ଓ ବାସଗୃହ ପରିଦର୍ଶନ କଲେ ବାଚସ୍ପତି। ସୂଚନା ମୁତାବକ ଆଜି ଅପରାହ୍ନ 1 ଘଟିକା ସମୟରେ ଖଣ୍ଡପଡା...