ଗୁରୁବାର ଦିନ 11ଟାରେ ଡା. ଜନାର୍ଦ୍ଦନ ପୂଜାରୀଙ୍କ ଜୟନ୍ତୀ ସ୍ଥାନୀୟ ବାଲିବନ୍ଧା ସ୍ଥିତ ଡା. ଜନାର୍ଦ୍ଦନ ପୂଜାରୀ ଉଦ୍ୟାନ, ଡା. ଜନାର୍ଦ୍ଦନ ପୂଜାରୀ ମାତୃ ମଙ୍ଗଳ କେନ୍ଦ୍ରରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି । ଡା. ଜନାର୍ଦ୍ଦନ ପୂଜାରୀ ପାର୍କ ଠାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ସମ୍ୱଲପୁର ଗ୍ରନ୍ଥାଗାରର ମୁଖ୍ୟ ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ ଯୋଗ ଦେଇଥିଲେ l ଡା. ଜନାର୍ଦ୍ଦନ ପୂଜାରୀଙ୍କ ଜୀବନକୁ ବିରଳ ଆଦର୍ଶ ମଣି ସମ୍ୱଲପୁର ପବ୍ଲିକ ଲାଇବ୍ରେରୀ ତାଙ୍କ ଉପରେ ଏକ ପୁସ୍ତକ ପ୍ରକାଶନର ନିଷ୍ପତ୍ତି ଗ