Public App Logo
Jansamasya
कांग्रेस
बीजेपी
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Ipl
Rahulgandhi
Haryana
Cricket
शादी
Crimenews
Kolkata
Aap
Rss
Bareilly
Agra
Politics
जेल
Mumbai
Jodhpur
Amitshah

ରାଉରକେଲା ମ୍ୟୁନିସିପାଲଟି: ପାନପୋଷ ରୋଡ ରେ ସିରିଜ୍ ଦୁର୍ଘଟଣା, ରାସ୍ତା କଡ଼ରେ ଥିବା ଗାଡ଼ି ଗୁଡ଼ିକ ଉପରେ ମାଡ଼ି ଗଲା ଦ୍ରୁତଗାମୀ ବସ୍

Raurkela M, Sundargarh | Nov 27, 2025
ରାଉରକେଲା ପାନପୋଷ ରୋଡ ରେ ଗୁରୁବାର ସକାଳେ ଘଟି ଯାଇଛି ଏକ ଭୟଙ୍କର ଦୁର୍ଘଟଣା। ଏକ ଦ୍ରୁତଗାମୀ ଯାତ୍ରୀବାହୀ ବସ ରାସ୍ତା କଡ଼ରେ ଠିଆ ହୋଇଥିବା ଗାଡ଼ି ଗୁଡ଼ିକ ଉପରେ ମାଡ଼ି ଯିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଦୁର୍ଘଟଣାରେ ଗୋଟିଏ ପଜେରୋ ଗାଡ଼ି , ଗୋଟିଏ ପିକଅପ୍ ଭ୍ୟାନ ଏବଂ ୩ ଟି ସ୍କୁଟି କ୍ଷତିଗ୍ରସ୍ତ ହୋଇଛି। ସୌଭାଗ୍ୟ ବଶତଃ କୌଣସି ଜୀବନହାନି ହୋଇ ନଥିବା ବେଳେ ୪ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ବସ୍ ଡ୍ରାଇଭର ବସ୍ ଛାଡ଼ି ଫେରାର ହୋଇଯାଇଛି।
ରାଉରକେଲା ମ୍ୟୁନିସିପାଲଟି: ପାନପୋଷ ରୋଡ ରେ ସିରିଜ୍ ଦୁର୍ଘଟଣା, ରାସ୍ତା କଡ଼ରେ ଥିବା ଗାଡ଼ି ଗୁଡ଼ିକ ଉପରେ ମାଡ଼ି ଗଲା ଦ୍ରୁତଗାମୀ ବସ୍ - Raurkela M News